ଓଡ଼ିଆ ବିଭବ Odia Bibhaba

Trial
ସମଦୃଷ୍ଟି

‘ସମଦୃଷ୍ଟି’ର ଆରମ୍ଭ ୨୦୦୬ ମସିହାରେ। ପ୍ରଥମେ ୯ଟି ସଂଖ୍ୟା ପରେ ୨୦୦୬ ଜୁଲାଇ ୧ ତାରିଖରେ ଏହା ବିଧିବଦ୍ଧ ଭାବରେ ପ୍ରକାଶିତ ହେଲା। ସାଧାରଣ ଲୋକ ଯଥା ଚାଷୀ, ଆଦିବାସୀ, ନାରୀ, କୃଷି ଶ୍ରମିକ, ଗ୍ରାମ୍ୟ କାରିଗର, ବୁଣାକାର ବା ଶ୍ରମଜୀବୀଙ୍କ ସମସ୍ୟାକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଏହାର ମୁଖ୍ୟ ଲକ୍ଷ୍ୟ ଥିଲା।। ଚାରିପଟେ ଚାଲିଥିବା ପରିବେଶର ସଙ୍କଟ ଯଥା ଜଙ୍ଗଲ, ଜମି, ନଦୀ, ଝରଣା, ପାହାଡ଼ର ବିନାଶ ଲୀଳା ଆଦି ମଧ୍ୟ ଏହାର ଆଲୋଚନା ପରିସରରେ ଥିଲା।

ବିଶିଷ୍ଟ ସମାଜବାଦୀ ଚିନ୍ତକ କିଶନ ପଟ୍ଟନାୟକଙ୍କ ଦ୍ୱାରା ସମ୍ପାଦିତ ତ୍ରୟମାସିକ ଚିନ୍ତନଶୀଳ ପତ୍ରିକା ‘ବିକଳ୍ପ ବିଚାର’ ସତ୍ୟ ଅନ୍ୱେଷଣରେ ଥିବା ପାଠକମାନଙ୍କ ହୃଦୟ ଜିତିଥିଲା। କିନ୍ତୁ ଏହା ଥିଲା ତ୍ରୟମାସିକ। ବିକଳ୍ପ ସନ୍ଧାନୀ ମଞ୍ଚ ତରଫରୁ ଡ. ବୀରେନ୍ଦ୍ର ନାୟକଙ୍କ ଦ୍ୱାରା ସମ୍ପାଦିତ ‘ଓଡ଼ିଆ ଓ ଓଡ଼ିଶା ସମୀକ୍ଷା’ ମଧ୍ୟ ବର୍ଷକୁ ଥରେ ପ୍ରକାଶ ପାଉଥିଲା। ଶ୍ରୀ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଦ୍ୱାରା ସମ୍ପାଦିତ ପାକ୍ଷିକ ‘ମଣିଷର ବାର୍ତ୍ତାବହ ସ୍ୱାଭିମାନ’ ଏବଂ ଡ. ଗୋଲକ ବିହାରି ନାଥ ଓ ଶ୍ରୀ ସରୋଜଙ୍କ ଦ୍ୱାରା ସମ୍ପାଦିତ ତ୍ରୟମାସିକ ‘ଅନ୍ୱେଷା’ ମଧ୍ୟ କିଛି ପରିମାଣରେ ଏହି ଦିଗରେ ପ୍ରଚେଷ୍ଟା କରୁଥିଲା। କିନ୍ତୁ ଏ କିଛି ଦିନର ପ୍ରକାଶନ ପରେ ଏଗୁଡ଼ିକ ବନ୍ଦ ହୋଇଗଲେ।

ଲୋକଙ୍କ ପାଖରେ ସମାଜ ଓ ବିକାଶର ବାସ୍ତବ ରୂପ ଉପସ୍ଥାପନ କରିବା ପାଇଁ ‘ସମଦୃଷ୍ଟି’ ଗୋଷ୍ଠି ଗଠନ ହୋଇଥିଲା। ଇଣ୍ଡିପେଣ୍ଡେଣ୍ଟ୍ ମିଡ଼ିଆ ନାମକ ଏକ କ୍ଷୁଦ୍ର ଗଣମାଧ୍ୟମ ସଂସ୍ଥା ସ୍ଥାପନ କରିଥିବା ଦୁଇ ବନ୍ଧୁ ଭାସ୍କର ପରିଚ୍ଛା ଓ ସୁଧୀର ପଟ୍ଟନାୟକ ଏହାର ନେତୃତ୍ୱ ନେଇଥିଲେ। ‘ସମଦୃଷ୍ଟି’ର ଦାୟିତ୍ୱ ସୁଧୀର ପଟ୍ଟନାୟକଙ୍କ ହାତରେ ଦିଆଯାଇଥିଲା। ଭାସ୍କର ପରିଚ୍ଛାଙ୍କ ନିର୍ଦ୍ଦେଶିତ ‘ଜାଗରଣ’ ପରବର୍ତ୍ତୀ ପର୍ଯ୍ୟାୟରେ ସମଦୃଷ୍ଟି ଗୋଷ୍ଠୀର ‘ସମଦୃଷ୍ଟି’ ଟିଭି ପ୍ରାୟୋଜିତ ଜନପ୍ରିୟ ଭିଡ଼ିଓ ପତ୍ରିକା ବା ଲୋକଚିତ୍ର ପତ୍ରିକା ‘ମଧ୍ୟାନ୍ତର’ ଏବଂ ଅନେକ ବୃତ୍ତଚିତ୍ରର ନିର୍ମାଣ ପାଇଁ ପ୍ରେରଣା ଦେଇଥିଲା।

ସମଦୃଷ୍ଟି ଗଠନର ବର୍ଷକ ପରେ ଅର୍ଥାତ୍ ୨୨ ଜାନୁଆରୀ ୨୦୦୬ଦିନ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ‘ସମଦୃଷ୍ଟି’ ପାକ୍ଷିକ ସମ୍ବାଦ ପତ୍ରିକାର ଲୋକାର୍ପଣ କରିଥିଲେ ଲୋକସଭାର ପୂର୍ବତନ ବାଚସ୍ପତି ତଥା ବିଶିଷ୍ଟ ଜନନେତା ଶ୍ରୀ ରବି ରାୟ। ପାଖରେ ଉପସ୍ଥିତ ଥିଲେ ବରିଷ୍ଠ ସାମ୍ବାଦିକ ଶ୍ରୀ ସମ୍ପଦ ମହାପାତ୍ର ଓ ଶ୍ରୀ ପ୍ରଫୁଲ୍ଲ ଦାଶ। ଆମର ଅନେକ ଅତ୍ୟନ୍ତ ଭରସାଯୋଗ୍ୟ ବନ୍ଧୁ, ଗ୍ରାହକ, ଲେଖକ, ପାଠକ ଓ କିଛି ବ୍ୟକ୍ତିଗତ ବନ୍ଧୁମାନଙ୍କ ନିଷ୍ଠାପର ସହଯୋଗ ଏହି ପତ୍ରିକାଟିକୁ ଆଗକୁ ନେଇ ଆସିପାରିଛି। ଏଥି ସହିତ ‘ମଧ୍ୟାନ୍ତର’ ଭିଡ଼ିଓ ପତ୍ରିକା, କିଛି ପ୍ରାସଙ୍ଗିକ ବୃତ୍ତଚିତ୍ର, ‘ଗ୍ରାମୀଣ’, ଗଣଦୃଷ୍ଟି ଭଳି (ଅପେକ୍ଷାକୃତ ଅନିୟମିତ ପ୍ରକାଶନ) ମଧ୍ୟ ଅବ୍ୟାହତ ରଖିବାର ଉଦ୍ୟମ ଚାଲିଛି। ‘ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ’ର ସଂସ୍କୃତି ଓ ସାମ୍ବାଦିକ ଶିକ୍ଷା କାର୍ଯ୍ୟକ୍ରମ ଓ ଦେଶୀ ଅର୍ଥନୀତି ଶିକ୍ଷା କାର୍ଯ୍ୟକ୍ରମ ଦୀର୍ଘ ୧୧ ବର୍ଷ ଧରି (୨୦୦୮ ମସିହାରୁ) କେବେ ଏକାକୀ ଏବଂ କେବେ ରାଜେନ୍ଦ୍ର ଦେଶୀଚାଷ ଗବେଷଣା କେନ୍ଦ୍ର ଓ ଲୋହିଆ ଏକାଡ଼େମୀ ସହ ମିଳିତ ଭାବରେ ଚାଲିଛି। ନିଆଳି ସ୍ଥିତ ରାଜେନ୍ଦ୍ର ଦେଶୀଚାଷ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ନଟବର ଷଡ଼ଙ୍ଗୀଙ୍କ ପ୍ରେରଣାରେ ଗ୍ରାମୀଣ ସାମ୍ବାଦିକ ପ୍ରସ୍ତୁତ କରିବାର ଏକ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି।

ଆଶା ଓ ବିଶ୍ୱାସ ଅନେକ ଅପହଞ୍ଚ ପାଠକଙ୍କ ନିକଟରେ ସହଜରେ ‘ସମଦୃଷ୍ଟି’ ପହଞ୍ଚି ପାରିବ ଏବଂ ଆଗାମୀ ଦିନରେ ସେମାନେ ହିଁ ଏହି ଉଦ୍ୟମଟିକୁ ଆଗକୁ ନେବାପାଇଁ ସହଯୋଗର ହାତ ବଢ଼ାଇବେ।

ସମଦୃଷ୍ଟି ସୂଚୀ

ସମଦୃଷ୍ଟି ଗୋଷ୍ଠୀର ସହଯୋଗରେ ‘ସମଦୃଷ୍ଟି’ ପତ୍ରିକାର ଆରମ୍ଭରୁ ଜୁନ ୨୦୧୯ ପର୍ଯ୍ୟନ୍ତ ପ୍ରକାଶିତ ସଂଖ୍ୟାଗୁଡ଼ିକର ଡିଜିଟାଲ ରୂପ ଏଠାରେ ଦିଆଯାଇଛି।

ତଳ ସାରଣୀରେ ସମଦୃଷ୍ଟି ପତ୍ରିକାର ଏ ପର୍ଯ୍ୟନ୍ତ ପ୍ରକାଶିତ ସଂଖ୍ୟାଗୁଡ଼ିକ ଡାଉନ୍‌ଲୋଡ୍ କରିବା ପାଇଁ ଲିଙ୍କ ରହିଛି। ଲିଙ୍କ/ଚିତ୍ର ଉପରେ ମାଉସ୍ କ୍ଲିକ୍ କରି ଫାଇଲ୍‌ଗୁଡ଼ିକୁ ନିଜ କମ୍ପ୍ୟୁଟରରେ ରଖିହେବ। ସହଜରେ ଡାଉନ୍‌ଲୋଡ୍ କରିବା ପାଇଁ ଫାଇଲ୍‌ଗୁଡ଼ିକୁ ଛୋଟ ଛୋଟ ଭାଗ କରି ରଖାଯାଇଛି। ତଥାପି ଇଣ୍ଟରନେଟ ସଂଯୋଗର ବେଗ ନେଇ ଡାଉନ୍‌ଲୋଡ୍ ପାଇଁ କିଛି ସମୟ ଲାଗିବ।

ଡାଉନ୍‌ଲୋଡ୍ କରିବା ଆଗରୁ ପତ୍ରିକା ବିଷୟରେ ଓ ଡିଜିଟାଲ ରୂପର ମାନ ବିଷୟରେ ଧାରଣା ପାଇବା ପାଇଁ କିଛି ନମୁନା ସଂଖ୍ୟା/ପୃଷ୍ଠା ଏଠାରେ ଦିଆଯାଇଛି। କୌଣସି ସଂଖ୍ୟା/ଚିତ୍ର ଉପରେ ମାଉସ୍ କ୍ଲିକ୍ କଲେ ତାହା ନୂଆ ଟ୍ୟାବ୍‌ରେ ଖୋଲିବ।

ପତ୍ରିକାର ସଂଖ୍ୟାଗୁଡ଼ିକର ସବୁ ଲେଖାକୁ ଏକାଠିକରି ସମୟ କ୍ରମ ଓ ଲେଖକ କ୍ରମ ଅନୁସାରେ ଦୁଇଟି ସୂଚୀ ଏଠାରେ ଦିଆଯାଇଛି। ଏହା ସାହାଯ୍ୟରେ କୌଣସି ସଂଖ୍ୟାରେ ବା ନିର୍ଦ୍ଦିଷ୍ଟ ଲେଖକଙ୍କର ପ୍ରକାଶିତ ଲେଖା ସହଜରେ ଖୋଜିହେବ। ଏହି ପ୍ରକାଶନ ବିଷୟରେ ଅଧିକ ଜାଣିବା ପାଇଁ ଓଡ଼ିଆ ଓ ଇଂରାଜୀରେ ପୃଷ୍ଠଭୂମି ରଚନା ଦେଖନ୍ତୁ।

ସମଦୃଷ୍ଟି ଆରମ୍ଭ ଓ ଯାତ୍ରା

Samadrusti: Beginning and Journey

ନମୁନା ଖଣ୍ଡ ୧

Sample 1

ନମୁନା ଖଣ୍ଡ ୨

Sample 2

ନମୁନା ଖଣ୍ଡ ୩

Sample 3

ନମୁନା ଖଣ୍ଡ ୪

Sample 4

ରଚନା ସୂଚୀ – ପ୍ରକାଶନ କ୍ରମ

Index – Chronological

ରଚନା ସୂଚୀ – ଲେଖକ କ୍ରମ

Index – Authorwise

ବର୍ଷ/ଭାଗ Year/Volume

ସଂଖ୍ୟା / Issue

ସଂଖ୍ୟା / Issue

ସଂଖ୍ୟା / Issue

ସଂଖ୍ୟା / Issue

୨୦୦୬/୦୦

2006/00

୦୧-୦୨

01-02

୦୩-୦୪

03-04

୦୫-୦୬

05-06

୦୭-୦୯

07-09

୨୦୦୬-୦୭/୦୧

2006-07/01

୦୧-୦୬

01-06

୦୭-୧୨

07-12

୧୩-୧୮

13-18

୧୯-୨୪

19-24

୨୦୦୭-୦୮/୦୨

2007-08/02

୦୧-୦୬

01-06

୦୭-୧୨

07-12

୧୩-୧୮

13-18

୧୯-୨୪

19-24

୨୦୦୮-୦୯/୦୩

2008-09/03

୦୧-୦୬

01-06

୦୭-୧୨

07-12

୧୩-୧୮

13-18

୧୯-୨୪

19-24

୨୦୦୯-୧୦/୦୪

2009-10/04

୦୧-୦୬

01-06

୦୭-୧୨

07-12

୧୩-୧୮

13-18

୧୯-୨୪

19-24

୨୦୧୦-୧୧/୦୫

2010-11/05

୦୧-୦୬

01-06

୦୭-୧୨

07-12

୧୩-୧୮

13-18

୧୯-୨୪

19-24

୨୦୧୧-୧୨/୦୬

2011-12/06

୦୧-୦୬

01-06

୦୭-୧୨

07-12

୧୩-୧୮

13-18

୧୯-୨୪

19-24

୨୦୧୨-୧୩/୦୭

2012-13/07

୦୧-୦୬

01-06

୦୭-୧୨

07-12

୧୩-୧୮

13-18

୧୯-୨୪

19-24

୨୦୧୩-୧୪/୦୮

2013-14/08

୦୧-୦୬

01-06

୦୭-୧୨

07-12

୧୩-୧୮

13-18

୧୯-୨୪

19-24

୨୦୧୪-୧୫/୦୯

2014-15/09

୦୧-୦୫

01-05

୦୬-୧୨

06-12

୧୩-୧୮

13-18

୧୯-୨୪

19-24

୨୦୧୫-୧୬/୧୦

2015-16/10

୦୧-୦୬

01-06

୦୭-୧୨

07-12

୧୩-୧୮

13-18

୧୯-୨୪

19-24

୨୦୧୬-୧୭/୧୧

2016-17/11

୦୧-୦୬

01-06

୦୭-୧୨

07-12

୧୩-୧୮

13-18

୧୯-୨୪

19-24

୨୦୧୭-୧୮/୧୨

2017-18/12

୦୧-୦୬

01-06

୦୭-୧୨

07-12

୧୩-୧୮

13-18

୧୯-୨୪

19-24

୨୦୧୮-୧୯/୧୩

୦୧-୦୬

01-06

୦୭-୧୨

07-12

୧୩-୧୮

13-18

୧୯-୨୪

19-24